STORYMIRROR

Bairi Devi

Drama Romance Others

3  

Bairi Devi

Drama Romance Others

ପ୍ରେମର ଭାଷା

ପ୍ରେମର ଭାଷା

1 min
11.9K

କଦମ୍ବ ମୂଳେ ଦେଖି ପ୍ରେମୀଯୁଗଳ

ପୁଲୋକିତ ହେଉଥିଲା ମୋ ନେତ୍ରଡୋଳା।

ଖୁମ୍ପା ଖୁୁମ୍ପି ଦେଖି କନ୍ଦର୍ପ ଚିିନ୍ତିତ

ସୁବର୍ଣ୍ଣ ମେଖଳାକୁ ମେନକା ନିନ୍ଦିତ।

ଯୁଗ ଯୁଗ ବିତାଇ ଅପେକ୍ଷାରତ

ମାନବ ଘରେ ଦେଖି ପ୍ରେମ ଅଙ୍କୁରିତ।

ବାଳା ବିିମ୍ବାଧର ଦେଖି ସମ୍ମୋହନ

ଗୋଲାପ ବୃନ୍ତ କଲା ବିିିଳପନ ।

କିମିଆ କଲା କି କିମକାର ଠାଣି

ମତି ଚରାଇଲା କି ଚାଞ୍ଚଳା ନୟନୀ।

ନହକା ଅଟେ ତା' ଅଣ୍ଟା ଭଙ୍ଗା ଚାଲି

ରସିକ ମୁୁୁଖ ମଣ୍ଡଳ ପଡନ୍ତେ ନାଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama