STORYMIRROR

Bairi Devi

Others

3  

Bairi Devi

Others

କରୋନା

କରୋନା

1 min
141

ମହାମାରୀ କୋପ ପଡିଛି

ମହୀକୁ ଘାଇଲା କରିଛି।

ନାଆଁଟି ଅଟଇ କରୋନା

ଜନ୍ମସ୍ଥାନ ତା'ର ଚାଇନା।

ରୋଗର ନାହିଁ ପ୍ରତିକାର

ଜନଗହଳି ଆଉ ନକର।

କରୋନା ଛୋଟିଆ ଭୂୂତାଣୁ

ବ୍ୟାପୁୁଅଛି କ୍ଷଣୁକୁ କ୍ଷଣୁ ।

ଜନଜୀବନ ବିିିିିପର୍ଯ୍ୟୟ

ଏହାର ନାହିଁ ଟି ଉପାୟ।

ସାମାଜିକ ଦୂରତ୍ୱ ରଖ

ଏ ଭୂୂତାଣୁ ନ ମାଡ଼଼େ ପାଖ।

କରୋନା ପାଇଁ ସାବଧାନ

ମାସ୍କଟି କର ପରିିଧାନ।


Rate this content
Log in