STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
256

ଏକମାତ୍ର ସାନ୍ତ୍ୱନା 

ଦୋଷରେ, ପାପରେ, ହତ୍ୟାରେ 

ଆଉ ଅନେକ ଭୁଲ 

ଜଣା ଅଜଣାରେ 

ଯେତେ ଠିକିଲେ କି ଶିଖିଲେ 

ଭୁଲ ପାପ କ୍ରାଧରୁ 

ଉତ୍ପନ୍ନ ସଂହାରର 

ରାସ୍ତା ଅନେଶତ 

ପଥ ବି ବହୁତ 

ହେଲେ ଅଣାୟତ୍ତ 

ପର୍ଯ୍ୟାୟ କ୍ରମେ ଆଣେ ନିଶିଥ 

ଅନିଶ୍ଚିତ ଅହେତୁକ ଭାବନାର ପୂର୍ଣ୍ଣଛେଦ 

କରେ ଯେବେ ସନ୍ତାପିତ 

ପ୍ରାପ୍ତି ଓ ନିଁସ୍କୃତ୍ତିର ଏକମାତ୍ର ପଥ 

ଅନାଗତ ଭବିଷ୍ୟତ 

ଯେବେ ଆଣେ ସଂଶୟ ବହୁତ 

ସେହିତ ଏକମାତ୍ର ପଥ ପ୍ରାୟଶ୍ଚିତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract