ପ୍ରାପ୍ତି
ପ୍ରାପ୍ତି
ପ୍ରାପ୍ତିର ଆଗ୍ରହ ନାହିଁ...
ମିଳନର ଅନୁଗ୍ରହ ନାହିଁ...
ଜାଣେ..ଅପ୍ରାପ୍ୟ ହେବ ନାହିଁ..।
ପ୍ରତ୍ୟେକ ରାତ୍ରି ସୂର୍ଯ୍ୟ ଆଣେ..
ଅନ୍ଧକାର ଆଲୋକ କ୍ଷଣ ଗଣେ..
ଜାଣେ.. ଅଦୃଶ୍ୟ ରହିବ ନାହିଁ.. ।
ଶୃତିର ସୀମା ନ ଥାଏ..
ବ୍ୟକ୍ତ ସବୁ ବ୍ୟଥା ନ ଥାଏ..
ଜାଣେ..ଅଗ୍ରାହ୍ୟ ହେବ ନାହି...।