ପଖିଆ
ପଖିଆ
_ପଖିଆ_
ପଖିଆଟିକୁ ମଥାରେ ଥୋଇ
କ୍ଷେତକୁ ଯାଉଛି କୃଷକ ଭାଇ
ବରଷା ଝଡ଼ିକୁ ନକରି ଖାତର
କୃଷି କାର୍ଯ୍ୟ କରିବ ତରତର ହୋଇ।
।।।।
ନାରାୟଣ ଚନ୍ଦ୍ର ନାୟକ
ଜାମସେଦପୁର
