STORYMIRROR

Narayan chandra Nayak

Fantasy

4  

Narayan chandra Nayak

Fantasy

ନିତି ପଖାଳ ଦିବସ

ନିତି ପଖାଳ ଦିବସ

1 min
12

*ନିତି ପଖାଳ ଦିବସ*
ଖାଣ୍ଟି ଓଡ଼ିଆ ମୁଁ...... 
ପାଳଇ ନିତି ପଖାଳ ଦିବସ
ଘର ନାଲି ଚାଉଳରେ ରନ୍ଧା
ବାସି ପଖାଳ ଭାତ ସାଙ୍ଗରେ, 
ଆମ୍ବୁଲ, ବାଡିଲଙ୍କା, ରସୁଣ ଦଳା ଝୋଳ
ଟାକରା ଫୁଟାଇ , ପାଟିରୁ ଗଡାଇ ଲାଳ
ବଡ ସରାଗରେ ଖାଇ ନିତି ପଖାଳ। 
ଲୋଡା ନାହିଁ ଆଳୁଭର୍ତ୍ତା, ବିଦେଶୀ ପିଆଜ
ଭଜା ମାଛ,ଲେମ୍ବୁ,ଛୁଙ୍କମରା ଦହି
ଆମ୍ବିଳା ଟଙ୍କ ତୋରାଣି ଭାତରେ
ପେଟମୋର ପୁରିଯାଏ
ଶୋଷ ମୋର ମରିଯାଏ
ନିଜକୁ ଧଣ୍ଯ ମଣୁଥାଇ
ସୁଖ ନିଦ୍ରାରେ ଶୋଇ।
©©®®®®®©©
                     ନାରାୟଣ ଚନ୍ଦ୍ର ନାୟକ
                     ଜାମସେଦପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy