Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Inspirational

3  

SAHADEV PARIDA

Inspirational

ପିତା

ପିତା

1 min
194


ପିତା ମୋର ସ୍ଵର୍ଗ ପିତା ମୋର ତପ

ପିତା ମୋର ଜଗନ୍ନାଥ

ତାଙ୍କରି ଚରଣେ ମଥା ମୋର ନତ

ପିତା ହିଁ ମୋହର ସତ୍ୟ ।।

ତାଙ୍କରି ଆଶିଷେ ସଂସାର ଆଲୋକେ

ମୁଁ ଆଲୋକିତ ହୋଇଅଛି

ସେ ମହାଦ୍ରୁମର ଛାୟାରେ ମୁଁ ବସି

ଆନନ୍ଦେ ଦିନ ନେଉଛି ।।

ତାଙ୍କ ହସ୍ତ ଧରି ଦୁନିଆ ଦାଣ୍ଡରେ

ଚାଲିବା ପରା ଶିଖିଛି

ତାଙ୍କରି ଆଶିଷେ ଗୁରୁଙ୍କୁ ଲଭିରେ

ମୁକତି ପଥ ପାଇଛି ।।

ପିତା ମୋର ଗୁରୁ ପିତା ମୁକ୍ତି ଦାତା

ପିତା ମୋ ପରମ ତପ

ସେ ପରା ଅଟନ୍ତି ମୋର ଜଗନ୍ନାଥ

ତାଙ୍କ ନାମ କରେ ଜପ.।।


Rate this content
Log in

Similar oriya poem from Inspirational