STORYMIRROR

ତ୍ରିନାଥ ବେହେରା

Abstract

2  

ତ୍ରିନାଥ ବେହେରା

Abstract

ପିତା

ପିତା

1 min
152

ପିତା ହିଁ ସ୍ବର୍ଗ ପିତା ହିଁ ମର୍ତ୍ତ୍ୟ

ପିତା ଯେ ପରମ ତପ

ପିତା ଶବ୍ଦଟି ଅତି ମୋ ସରାଗ

ପିତା ମୋ ଦେବତା ଆଗ

ପିତା ଯେ ଉତ୍ସାହ ବିଶ୍ବାସର ସୁଅ

ପିତା ମୋ ଜୀବନ ଦୀପ

ପିତାଙ୍କ ଆଦେଶ ଅଟେ ଶିରୋଧାର୍ଯ୍ୟ

ପିତା ମୋ ହୃଦୟ ଗୀତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract