Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Suryakanta parida

Romance


2  

Suryakanta parida

Romance


ପିଲାବେଳ

ପିଲାବେଳ

1 min 14 1 min 14


    ତତେ ମୁଁ ଚାହିଁଛି ହୃଦୟରୁ 


   ଆଜି ନୁହେଁ ପନ୍ଦର ବରଷ ତଳୁ।


ତୋ ସ୍ମୃତି ସବୁ ଜାବୁଡି ଧରିଛି ପିଲାବେଳୁ।


   ତୋ ଛଡା ଆଉ କେହି ନାହିଁ ।


    କି ପାଇବାର ପ୍ରଶ୍ନ ନାହିଁ।


   ଅଟକି ଯାଇଛି ତୋ ପାଖରେ ମୁଁ


   ଫେରିବା ର ଆଉ ବାଟ ନାହିଁ।


   ଅଫେରା ରାସ୍ତା ରେ ତୁ ଚାଲିଗଲୁ


    ଆଉ ତୁ ଫେରିବୁ ନାହିଁ।

     



Rate this content
Log in

More oriya poem from Suryakanta parida

Similar oriya poem from Romance