ଫୁଲେଇ ଗୋଲାପ
ଫୁଲେଇ ଗୋଲାପ
ନିରିମାଖି ଗୋଲାପ ସେ , ତା ପାଖୁଡା କୋମଳ
ହାତ ଠାରି ଡାକେ ମୋତେ , କେଉଁଠି ଅଛୁ ମୋ ପାଗଳ ଭଅଁର !!
ଚୁପି ଚୁପି କାନେ ମୋର, ଗୋଲାପଟି କହି ଦିଏ ଆସି
ମୋତେ ଧରି କାହିଁ ହସୁଛ , ତୁମ ପ୍ରିୟା ଆଗେ ମୁଁ ହେଇଯିବି ଦୋଷୀ !!
ପୁଣି ଇଛା ହୁଏ ତାକୁ , ଛୁଇଁ ବାକୁ ଥରେ
ଏ ଗୋଲାପ ତୁମେ ଡର ନା , ପ୍ରିୟା ଅଛି ମୋର ବହୂ ଦୁରେ !!
