STORYMIRROR

Tankadhar Majhi

Abstract

3  

Tankadhar Majhi

Abstract

ଫୁଲ

ଫୁଲ

1 min
246


ଏ ଆକାଶ ତଳେ


କେତେ ଫୁଲ ବାସେ ବିନା ଭଅଁରରେ

 

କେତେ ଭଅଁର ବସେ ଝାଉଁଳି ଫୁଲରେ


କେତେ ଫୁଲ ଲୁଚି ଥାଏ ଜୀବନରେ


ନର ଭଅଁର ଯେ ତାକୁ ଖୋଜି ବୁଲେ


କେତେ ଫୁଲ ଫୁଟେ ମହଲ ଦପ୍ତରରେ


କେତେ ଫୁଲ ଖେଳେ ଗାଁ ମାଳି କୋଳେ


ଯେଉଁ ଫୁଲଟି ଶୁଭେଚ୍ଛାରେ ଯାଏ


ତାକୁ ଶେଷେ ପାଦେ ଦଳି ଦିଆଯାଏ


ନିଜେ ଛିଣ୍ଡି ଯାଇ କେତେ ମନ ଯୋଡେ

 

କେତେ ଶବ ଦେହେ ମଶାଣି କୁ ଯାଏ


ତଥାପି ବୁଝେନି ଏ ଦେଶ ସଂସ୍କୃତି...


ଯେ ଫୁଲ ଚହଟେ ମନ୍ଦିର ଉଦ୍ୟାନେ


ତାକୁ ହିଁ ସଂସ୍କାରୀ କହନ୍ତି ଏ ଲୋକେ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract