STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଫରକ୍

ଫରକ୍

1 min
189

ନବେ ଶତକଡା ଦେଶର ଜନତା ଆଇନ କାନୁନ ମାନି ତାଲାବନ୍ଦ କରି ଗୃହେ ରହିଛନ୍ତି ପରିଚୟ ବଡ଼ ଜ୍ଞାନୀ। ବାକି ଦେଶବାସୀ ବଡ଼ ଦୁଃସାହସି ନମାନି ଦେଶ ନିୟମ ଅମାନିଆ ହୋଇ ବାହାରେ ବୁଲନ୍ତି ଜାତି ହୁଏ ବଦନାମ। କରୋନା କବଳେ ପଡନ୍ତି, ପକାନ୍ତି ଚିନ୍ତାଦକ ନାହିଁ ମନେ ବିପଦ ଆଡ଼କୁ ଟାଣନ୍ତି ଦେଶକୁ ଅଜ୍ଞାନୀ ବୋଲାଇ ଜନେ। ପାଠ ପଢି କେହି ଜ୍ଞାନୀ ହୁଏ କାହିଁ ଜ୍ଞାନୀ ସେ, ବୁଝି ବାରତା ପବନ ଦିଗରେ ଛତାକୁ ଦେଖାଏ ଅଚଳ ସମ ସ୍ଥିରତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract