STORYMIRROR

Sushree sangita Swain

Romance

4  

Sushree sangita Swain

Romance

ପହିଲି ପ୍ରେମ

ପହିଲି ପ୍ରେମ

1 min
478

ପ୍ରଥମ ପ୍ରେମ ର ରଙ୍ଗ ନିଆରା ତାର ଢଙ୍ଗ

ଧୋଇଦିଏ ସବୁ ବିଷାଦ, ତିକ୍ତତା, ରିକ୍ତତା, ବ୍ୟର୍ଥତା, ହତାଶା

ମୋ ହୃଦୟ ଶୂନ୍ୟ କ୍ୟାନଭାସ ରେ ପ୍ରଥମ ପ୍ରେମର ବର୍ଣ୍ଣିଳ ବିଭବ

ତନୁ ମନରେ ଭରି ଦେଇଗଲା ଅଦ୍ଭୁତ କଂପନ

ଆଗମନେ ଯାର ରଙ୍ଗ ଲାଗେ ମନେ

ସବୁ କିଛି ଲାଗଇ ନୂତନ ନୂତନ

ଏ ଯେ ଦେହ ର ଦେଉଳେ

ପ୍ରଥମ ପ୍ରେମର ପୁଣ୍ୟ ଆଗମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance