STORYMIRROR

Ranjan kumar Mohanty

Romance

2  

Ranjan kumar Mohanty

Romance

ପହିଲି ଛୁଆଁ....

ପହିଲି ଛୁଆଁ....

1 min
160

ପ୍ରଥମ ପ୍ରେମର ପହିଲି ଛୁଆଁ

ନୂଆ ସମ୍ପର୍କର ନୂତନ ନାଁ

କେବେ ପାଣି କେବେ ନିଆଁ

ଲାଗେ ଯେ ଭାରି ଅଡୁଆ


ରଙ୍ଗୀନ ଲାଗୁଛି ଏଇ ଦୁନିଆ

ଜୁଆର ଭିତରେ ଛୋଟିଆ ନାଆ

ଦୁହେଁ ଦୁହିଁଙ୍କର ସାହା

ସାହାଯ୍ୟର ଛୋଟ ରାହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance