STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଫେକ୍ ଗାର୍ଳଫ୍ରେଣ୍ଡ

ଫେକ୍ ଗାର୍ଳଫ୍ରେଣ୍ଡ

1 min
209

ଅଚାନକ୍ ଆଏଲା ଗୁଟେ ମିସକଲ୍

କରିପକାଲି ମୁଇଁ କଲ୍ 

କଅଁଲିଆ କଥା ସୁଭଲା ମତେ

ରଂଗ ନମ୍ୱର ଆଏ ଫୁନ୍ କରସ୍ କେତେ ।


ଖାଲି କରିଥିଲିଁ ଥରେ ଫୁନ୍

ଆସଲା କେତେ କଲ୍ ସୁନ୍

ଗାଇବସୁଥିଲା ସେ ମୋର୍ ଗୁନ୍

ସୁନୁଥିଲିଁ ତାର୍ ଗୀତର ଧୁନ୍ ।


ଘାଏ ନାଇଁ ସୁନଲେଁ ତାର କଅଁଲି କଥା 

ଭଲ୍ ନାଇଁ ଲାଗୁଥିଲା ମତେ 

ଏନତା କେତେ ପିଲାକର ସାଗେଁ 

କଥା ହ ଉଥିଲା ଜନାନାଇଁ ଥାଇଁ ମତେ ।


ତାର୍ ଭୁଲେଁ ପଡିକରି ଖାଲି ଉସତ ଲାଗୁଥିଲା କେତେ

ସପନର ଡଙ୍ଗାଥିଁ ଉହୁଲି କରି ସପନ୍ ଦେଖୁଥିଲିଁ କେତେ

ଫେକ୍ ଗାର୍ଲଫ୍ରେଣ୍ଡ ବାହରଲା ଗୁଟେ 40 ବର୍ଷିଆ ପିଲା

ଚାଟ୍ କରି ଚାଟ୍ କରି ମୋର ସୁହୁଜେ କେତେ ଯେ ସମିଆ ଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance