STORYMIRROR

Kalpana Satpathy

Classics Inspirational Others

4  

Kalpana Satpathy

Classics Inspirational Others

ପେଚା

ପେଚା

1 min
281

ଲକ୍ଷ୍ମୀ ଙ୍କର ବାହନ

ପକ୍ଷୀ କୂଳେ ତା'ର ଜନମ

ଗୋଲ ଗୋଲ ଆଖି ଦୁଇ ବଡ କାଚଗୁଲି ସମ

ଦିନରେ ସେ ବିଚରଣ କରେ ନାହିଁ

ସହଜେ ସେ ରାତ୍ରିଚର।

ଦିନରେ ସେ ଓଲା ପେଚା

ରାତିରେ ସେ ଦିଶେ ତୋରା

ରାତିରେ ସେ କରେ ଶିକାର

ତାକୁ ବି ଲୋକଙ୍କ ଡର

ପେଚା ରାବିଲେ ଅମଙ୍ଗଳ ସବୁ କିଛି ଆସେ

ବୋଲି ମନରେ ଥାଏ ତ ଡର।

ସବୁ ପକ୍ଷୀ ଦିନେ ହୋନ୍ତି ଆତଯାତ

ହେଲେ ପେଚା ରାତିରେ ହୁଏ ବାହାର

ଶବଦ ଥାଏ ତା'ର ବଡ ଗମ୍ଭୀର,

ନିଜ ଅଣ୍ଡାକୁ ସେ ପାରେନା ଫୁଟାଇ

କାଉ ବା କୋଇଲି ବସାରେ ସେ ଥୋଇ

ଚାଲାକ୍ ସେ ବହୁତ ମନେ ଭାବୁଥାଇ

ହେଲେ ଦିନ ରେ ସେ ଓଲା ପେଚା ବୋଲାଇ,

ସମୟ ଖରପ ଆସିଲେ ଜାଣିପାରେ ସେହିଦିନରେ

ଘର ଅଗଣା କି କାନ୍ଥ ଉପରେ ବସିଯାଏ

କିଛି ସଙ୍କେତ ର ସୂଚନା ଦେଇ।



Rate this content
Log in

Similar oriya poem from Classics