STORYMIRROR

Sisir Panda

Classics

3  

Sisir Panda

Classics

ମଧୁ ବାବୁ

ମଧୁ ବାବୁ

1 min
14.3K


ଜନମ ଦିନରେ ମନେ ପଡେ଼ ଆଜି

ତେଜ ଭରା ତୁମ ବୀର ବାଣୀ।

ଏ ଜାତି ତ ତାହା ଭୁଲି ଗଲାଣି।

ଉଠେଇ ଉଠେଇ ପଡ଼ିଲ ଥକି

ଅଦ୍ୟପି ଉଠିବା ରହିଗଲା ବାକି।

ସାକ୍ଷୀ ଅଛି ଚକା ଆଖି

ନିଶ୍ଚେ ଜାଗିବ ଏ ଜାତି।

ଆଶିଷ ତବ ଦିଅ ହେ ଅଜାଡ଼ି

ଏ ଜାତି ହୋଇ ଯାଉ ସଜାଡ଼ି।


Rate this content
Log in

Similar oriya poem from Classics