STORYMIRROR

Sisir Panda

Others

2  

Sisir Panda

Others

ଓପାଡି ଫୋପାଡ଼

ଓପାଡି ଫୋପାଡ଼

1 min
356


ସାହିତ୍ୟ ସାଧନା ଅଟେ ମହାନ କାମ

ସାଧନାରେ ରତ ଯେତେକ ସୁଧି ଜନ

ସମାଜ ସୁଧାରେ ଦିଅ ହେ ମନ ଧ୍ୟାନ

ଅନ୍ତଃ ଅଳିଆ ଆଗ କର ନିଷ୍କାସନ।

ସର୍ବତ୍ର ଦେଖ ଆଜି ଅନାବନା ବୃକ୍ଷ

ଓପାଡି ଫୋପାଡ଼ି କରିବା ପରିଷ୍କାର

ସୁଚିନ୍ତନେ ସୁବିଚାର କରି ରୋପଣ

କୁସଂସ୍କାର କୁବୁଦ୍ଧି କର ତିରସ୍କାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍