Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Others

3  

Sisir Panda

Others

ହେ ମା

ହେ ମା

1 min
236


ଆଶ୍ବିନ ନବ ରାତ୍ର ସାଧନେ

କରୁଛି ମାତା ମୁଁ ପ୍ରାର୍ଥନା

ହଟୁ ଦୁନିଆରୁ ଅଜ୍ଞାନତା

ସଭିଙ୍କୁ ଦେ ସୁବିଚାରଣା।

ଅହଂର ଖେଳ ବଡ଼ ଜଟିଳ

କୃତିମତା ତାର ଭୂଷଣ

ଧ୍ବଂସ କର ମା ଏ ଅସୁରତା

ଦୂର ହେଉ ସବୁ କଷଣ।

ବିପଦେ ଧରନ୍ତି ତୋ ପୟର

ହଟିଲେ ଭୁଲନ୍ତି ସୁନୀତି

ପାପ ଭାର ଯାଏ ଯେବେ ବଢ଼ି

କଷ୍ଟ ପାଏ ସେ ମୁଢ଼ ମତି।

    



Rate this content
Log in