Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

3  

Sisir Panda

Inspirational

ମାନବ ଧର୍ମ

ମାନବ ଧର୍ମ

1 min
267


ଏବେର ସମୟ ବଡ଼ ବିଷମ

ସଭିଙ୍କ ସହଯୋଗେ ହେବ ସୁସମ।

ଶ୍ରମ,ସମୟ,ଅର୍ଥ କରି ଦାନ

ସମାଜ ସୁଧାରେ ଦିଅ ଯୋଗଦାନ।

ବୃକ୍ଷ ରୋପଣ ଯେ ପୁଣ୍ୟ କରମ

ଆଜିର ଏହା ତ ମହତ ଧରମ।

ବୃକ୍ଷ ରୋପିଣ ହେ ଭଉଣୀ ଭାଇ

ଧରା ସୁରକ୍ଷା କର ଆଗୁଆ ହୋଇ।

ବୃକ୍ଷ ରୋପଇ ଯେ ଦେବ ମାନବ

ଦେବାଶିଷ ଲଭି ସେ ଧନ୍ୟ ହୋଇବ।

ଏମିତି ବହୁ ସହଜ କରମେ

ଜୀବନ ସାର୍ଥକ ହୋଇବ ଏ ଧାମେ।

     


Rate this content
Log in

Similar oriya poem from Inspirational