Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଗୁରୁଦେବ

ଗୁରୁଦେବ

1 min
6.6K


ବୃନ୍ଦାବନ ବାଡତ୍ୟା


ଗୁଣ ଜ୍ଞାନ ମାନ ସାନ୍ତ ଶିଷ୍ଟ ସୌମ୍ୟ

ସବୁ ଦିବ୍ୟ ତାର ପୁଞ୍ଜି

ହେଲେ ବି ଗୁରୁଙ୍କ ସ୍ଵଭାବ ସରଳ

ତେଣୁ ଗୁରୁମାନେ ପୂଜ୍ୟ l

ଗୁରୁଙ୍କର ତ୍ୟାଗ ଅଦ୍ଵିତୀୟ ଦିବ୍ୟ

ଗୁଣ ଗାରିମା ମହିମା

ଯେତେ ଗାନ କଲେ ମଧ୍ୟ ସେ ଅକ୍ଷୁର୍ଣ୍ଣ –

ରହି ପଢେ ତାର ସୀମା l

ପ୍ରାଚୀନ ନୀତିରେ ଗୁରୁଙ୍କୁ ଭକ୍ତିରେ

ପ୍ରଣିପାତ ହୋଇ ଯାଏ

ଗୁରୁଙ୍କଠୁ ଜ୍ଞାନ ଭିକ୍ଷା ନେଇ ପାରେ

ଦିବ୍ୟ ଜ୍ଞାନୀ ହୁଏ ସିଏ l

ତେଣୁ ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ଵର

ତସ୍ମୈଶ୍ରୀ ଗୁରବେ ନମଃ

ଏହି ମନ୍ତ୍ରଟିକୁ ଉଚ୍ଚାରଣ କରି

କରୁଛୁ ଅନେକ କର୍ମ l

ଗୁରୁଙ୍କର ଦିବ୍ୟ ଗୁଣ ମାନ କେତେ

କହିଲେ ବି ସରିବନି

ସବୁ ଗୁରୁଙ୍କଠୁ ଶ୍ରେଷ୍ଠ ଉତ୍କୃଷ୍ଠ

ପ୍ରଥମ ଗୁରୁ ଜନନୀ l


Rate this content
Log in

Similar oriya poem from Classics