Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଟୋପାଏ ସିନ୍ଦୂର ଶଙ୍ଖା ଦି ପଟି

ଟୋପାଏ ସିନ୍ଦୂର ଶଙ୍ଖା ଦି ପଟି

1 min
7.3K


🌹🌹ମହାସ୍ମୀତା 🌹🌹


ଟୋପାଏ ସିନ୍ଦୂର ଶଙ୍ଖା ଦି ପଟି

ନଦେଲେ ତ ମତେ ନାହିଁ

ଚାହିଁ ମୁଁ ବସିଛି ତୁମ ହାତେ ମୋର

ଜୁଇ ତ ଜାଳିବା ପାଇଁ

ତୁମ ଅଗଣାକୁ ଯାଇ ପାରିଲିନି

ସବାରୀରେ ବଧୂ ହୋଇ

ଛଅ ଖଣ୍ଡ କାଠ ମୋ ପାଇଁ ଅଧିକ

ମଶାଣୀରେ ମୋ ପାଇଁ

ମାଗୁନାହିଁ ମୁଁ ଆଉ ତ ଅଧିକା

କିଛି ମୋର ଲୋଡା ନାହିଁ

ତୁମ ହୃଦୟରେ ରହିବାକୁ ଚାହେଁ

ପ୍ରିୟତମା ନାମ ନେଇ।




Rate this content
Log in