STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ହଁ ତୁ ଗଲାପରେ

ହଁ ତୁ ଗଲାପରେ

1 min
13.6K




.....ପ୍ରଭୁଦତ୍ତ ପ୍ରଧାନ....


ହଁ ତୁ ଗଲାପରେ.....

ମୁଁ ନିଦ ହରେଇଲି;

ରାତିକୁ ନିଜର କଲି ଏକ...

ଚରିତ୍ର ହୀନ ନାରୀ ଟିଏ ଭଳି:


ଏ ନିର୍ଦୟ ରାତିରେ....

ପାଇଥିବା କଷ୍ଟ ମନ ରଖିବା ପାଇଁ::

ଜଳନ୍ତା ସିଗାରେଟ କୁ କେବେ ଜଙ୍ଘ ରେ ଲିଭେଇଛି ତ.....

କେବେ ପୁଣି ଲିଭେଇଛି ହାତ ପାପୁଲି ରେ


ହଁ ତୁ ଗଲାପରେ..

ମୁଁ ନିଦ ହରେଇଛି....

ଦେଇଛି ତୋ ନାଁ ରେ ଅନେକ ଚିହ୍ନ

ସେ ଚିହ୍ନକୁ ଆଉ କଣ....

ଲିଭେଇ ପରିବୁ ତୁ?


.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍