Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

2  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁ ରେ ପ୍ରିୟା ୧୨

ପଦଟିଏ ତୋ ନାଁ ରେ ପ୍ରିୟା ୧୨

1 min
2.7K


କବି ମୁଁ ଝୁରୁଛି କବିତା ପାଇଁ ତ

ମୋ ପାଶେ କବିତା ନାହିଁ 

ଚିର ପ୍ରସବିନୀ କବିତ୍ଵ କବିର 

ଯାଇଅଛି ଶୁଷ୍କ ହୋଇ I


ନୀରବ କବିର ନିଶ୍ଚଳ ମୁହୂର୍ତ୍ତ 

ନିଃସଙ୍ଗତା କବଳିତ 

ନୀର ବିନା ନଈ ନାଉରୀ କାନ୍ଦଇ 

ନାହିଁ ନାଆ ନାହିଁ କାତ I


ଯିଏ ଅଟେ ମୋର କାବ୍ୟ ନାୟିକା 

ତାକୁ ମୁଁ ଆସିଛି ଛାଡି 

ନୀରବ ନିଶୀଥେ ନୀରବ ମନରେ 

ଫିଟୁନି କବିତା ପେଡି I


Rate this content
Log in

Similar oriya poem from Romance