Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Classics Children

4  

ବି. ନିରୁପମା

Action Classics Children

ପଡ଼ରେ ଲୁଚି

ପଡ଼ରେ ଲୁଚି

1 min
336



ସୁଦାମ, ସୁବଳ ପଡ଼ରେ ଲୁଚି,

ଆଖି ମେଲି ଏଠି କାହ୍ନା ଦେଖୁଛି ।


'ମୋତି' ଅପା ଛନ୍ତି ତା' ଆଖି ବୁଜି,

ପାଇଯିବ ସିଏ ସହଜେ ଖୋଜି ।


ଭାଡ଼ି ତଳ, ଗୋରୁଗୋଠ, ବଗିଚା,

ଲୁଚି ଯାଅ ଯହିଁ ତୁମରି ଇଚ୍ଛା ।


କରିବନି ତହିଁ ଶବଦ କିଛି,

ଭାଙ୍ଗିବନି ଯାହା ଜିନିଷ ଅଛି ।


କୁହାକୁହି ହୋ'ନ୍ତି ଲୋକ ଅନେକ,

ଆମ କାହ୍ନା କାଳେ ଜାଣେ କୁହୁକ ।


ତୁମକୁ କେମିତି ପାଉଛି ଦେଖି,

ଆଜି ସେଇକଥା ନେବା ପରଖି ।




Rate this content
Log in