ବି. ନିରୁପମାଙ୍କ ସ୍ମୃତିରେ..
Literary General
AUTHOR OF THE YEAR 2020,2021 - NOMINEE
587
Posts
255
Followers
5
Following
ମୌଳିକ କାହାଣୀ ଆଉ ମନଛୁଆଁ କବିତା ମାଧ୍ୟମରେ ବି. ନିରୁପମା ଓଡ଼ିଆ ସାହିତ୍ୟ ଜଗତରେ ନିଜର ପରିଚୟଟିଏ ସୃଷ୍ଟି କରିବାକୁ ଉଦ୍ୟମରତ। ଓଡ଼ିଆ ପତ୍ରପତ୍ରିକାରେ ସେ ନିୟମିତ ତାଙ୍କର ଲେଖନୀ ଚାଳନା ଜାରି ରଖିଛନ୍ତି।
ପ୍ରକାଶିତ ପୁସ୍ତକ:
ଆଶା (୨୦୦୮) -
ଶିଶୁ- କିଶୋର ସଂକଳନ।
ମାଣିକଟିଏ (୨୦୧୦)-
ଶିଶୁ କବିତା ସଂକଳନ।
ବାରଟି କାହାଣୀ (୨୦୧୦)-
କିଶୋର ଗଳ୍ପ... Read more
ମୌଳିକ କାହାଣୀ ଆଉ ମନଛୁଆଁ କବିତା ମାଧ୍ୟମରେ ବି. ନିରୁପମା ଓଡ଼ିଆ ସାହିତ୍ୟ ଜଗତରେ ନିଜର ପରିଚୟଟିଏ ସୃଷ୍ଟି କରିବାକୁ ଉଦ୍ୟମରତ। ଓଡ଼ିଆ ପତ୍ରପତ୍ରିକାରେ ସେ ନିୟମିତ ତାଙ୍କର ଲେଖନୀ ଚାଳନା ଜାରି ରଖିଛନ୍ତି।
ପ୍ରକାଶିତ ପୁସ୍ତକ:
ଆଶା (୨୦୦୮) -
ଶିଶୁ- କିଶୋର ସଂକଳନ।
ମାଣିକଟିଏ (୨୦୧୦)-
ଶିଶୁ କବିତା ସଂକଳନ।
ବାରଟି କାହାଣୀ (୨୦୧୦)-
କିଶୋର ଗଳ୍ପ ସଂକଳନ।
ସାବାସ ମିଲକା (୨୦୧୬)-
କିଶୋର ଉପଯୋଗୀ ମୌଳିକ ଗଳ୍ପ ସଂକଳନ।
କବିତାମାଳା (୨୦୧୮)।
ଭକ୍ତି ନୈବେଦ୍ୟ (୨୦୧୯)-
ଭାବପୂର୍ଣ ୧୦୪ଟି ଜଣାଣ।
ଭକ୍ତି ଅର୍ଘ୍ୟ (୨୦୨୦)
ଶ୍ରୀଗୁରୁଙ୍କ ଚରଣ କମଳରେ ୧୦୮ଟି ଭକ୍ତିପୂତ ବନ୍ଦନା
ସମ୍ମାନ:
ଆଶା, ମାଣିକଟିଏ, ବାରଟି କାହାଣୀ ଓ ସାବାସ ମିଲକା ପୁସ୍ତକଗୁଡିକ ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ଦ୍ଵାରା ଉଚ୍ଚକୋଟୀର ବିବେଚିତ ହୋଇ ଅନୁଦାନପ୍ରାପ୍ତ ପଠାଗାରମାନଙ୍କୁ ଯୋଗାଇ ଦିଆଯାଉଛି।
ନିଜ ଅନବଦ୍ୟ ସୃଷ୍ଟି ସମ୍ଭାର ନିମନ୍ତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ଲେଖିକା ସମ୍ବର୍ଦ୍ଧିତ ହୋଇଛନ୍ତି। Read less
Share with friends