STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ପଦବୀ ଯୋଗ୍ୟତା

ପଦବୀ ଯୋଗ୍ୟତା

1 min
9


ପାରଙ୍ଗମତା ପରିପ୍ରକାଶ

କରି ସଠିକ୍ ବ୍ୟକ୍ତିତ୍ବକୁ

ଉପବିଷ୍ଟ କରାଇଥାଏ

ନିଜର ବିଦ୍ୟା ଓବୁଦ୍ଧିର

ସମାର୍ଥ କୁ କଳେ

ସମାଜ ରେ ମଯ୍ଯାଦା 

ବନ୍ତ ବ୍ଯକ୍ତି ବୋଲି

ସମର୍ଥିତ କରାଏ

ନିଜର କାର୍ଯ୍ୟ କୁଶଳତା

ବଳରେ ଜଣେ ପଦବୀକୁ

   ହାସଲ କରେ

ଦପ୍ତରରେ ଅଶେଷ ସନ୍ମାନର

 ଅଧିକାରୀ ହୋଇ ଥାଏ

ଚାକିରୀ କ୍ଷେତ୍ରରେ ପଦବୀ

 ମୂଲ୍ୟବାନ ଜରିଆ

ଆଗକୁ ବଢ଼ିବାର ମୂଳମନ୍ତ୍ର

ଆହ୍ୱାନ ର ସୂଚନା ସଙ୍ଗଠିତ

   କରାଏ

ପଦବୀ ଅନୁଯାଇ ଦପ୍ତରରେ

ସମାଜ ରେ ଜଣେ ପ୍ରତିସିଂତ

   ହୋଇ ଥାଏ

ନିଜର ମନର ଭାବକୁ ଉନ୍ମେଷ

 କରି ଜଣେ ବ୍ୟକ୍ତି 

କାର୍ଯ୍ୟ ରତ ହୋଇ ଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational