Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ପବିତ୍ର ସ୍ନାନ ପୂର୍ଣ୍ଣିମା

ପବିତ୍ର ସ୍ନାନ ପୂର୍ଣ୍ଣିମା

1 min
377



ଓଡ଼ିଆ ସଂସ୍କୃତି

ପ୍ରଥା ପରମ୍ପରା

ସ୍ୱତନ୍ତ୍ର ଆଉ ମହାନ

ଜ୍ୟେଷ୍ଠ ମାସରେ

ଦେବସ୍ନାନ ପୂର୍ଣ୍ଣିମା

ଶ୍ରୀମନ୍ଦିରରେ ପାଳନ l 


ବଡ଼ ଦେଉଳର

ରତ୍ନବେଦୀରୁ

ଭାଇଭଉଣୀଙ୍କୁ ନେଇ

ସ୍ନାନ ମଣ୍ଡପରେ

ବିଜେ କରିଥାନ୍ତି

ମହାପ୍ରଭୁ ଭାବଗ୍ରାହୀ l


ସ୍ନାନ ପୂର୍ଣ୍ଣିମାରେ

ସ୍ନାନ ମଣ୍ଡପରେ

ପ୍ରଭୁଙ୍କର ଗଜ ବେଶ

ଅପୂର୍ଵ ବେଶର

ଦୁର୍ଲଭ ଦର୍ଶନ

ମିଳଇ ଥିଲେ ସୌଭାଗ୍ୟ l


ଦିବ୍ୟ ସ୍ନାନ ପରେ

ଅଣସର ଘରେ

ବିଜେ କରି ଜଗନ୍ନାଥ

ଭକତଜନଙ୍କୁ

ଦର୍ଶନ ଦିଅନ୍ତି

ଆସିଲେ ଗୁଣ୍ଡିଚା ଯାତ l


ମହାପ୍ରଭୁଙ୍କର

ଦିବ୍ୟ ସ୍ନାନ ଯାତ୍ରା

ଵିଧିରେ ହୁଏ ପାଳନ

ସ୍ନାନ ମଣ୍ଡପରେ

ଚତୁର୍ଦ୍ଧା ମୂର୍ତ୍ତିଙ୍କ

ଦର୍ଶନରେ ମହାପୂଣ୍ୟ l



Rate this content
Log in

Similar oriya poem from Abstract