Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ପାର୍ଥସାରଥୀ

ପାର୍ଥସାରଥୀ

1 min
393


ଧନୁର୍ଦ୍ଧର ଧନଞ୍ଜୟଙ୍କ ପ୍ରିୟସଖା ହେଲେ ଚକ୍ରଧର,

ପାର୍ଥସାରଥୀ ଭାବେ ପରିଣତ ହେଲେ ପୀତାମ୍ବର,

ଅର୍ଜ୍ଜୁନଙ୍କୁ ଅବଦାନ କରିଲେ ମହତ୍ତର ଗୀତାସାର,

ବିରାଟ ବିଶ୍ୱରୂପେ ବିକଶିତ ହେଲେ ବିବେକୀ ବିଶ୍ୱମ୍ଭର ।


ଅବଗତ କରାଇଲେ ଜଗ ସାରା ମିଛ ମାୟା ସଂସାର,

ସତ୍କର୍ମ ସଦାଚାର ବିନା ଜୀବନର ସବୁ ମୁହୂର୍ତ୍ତ ଅସାର,

ସମୁଚିତ ସମୟରେ ଆପଣା କର୍ତ୍ତବ୍ୟ ନିର୍ବାହ ଭରେ ସାର,

ଶ୍ରୀନାଥଙ୍କ ଆଶିଷ ଦିଶାନିର୍ଦ୍ଦେଶେ ସଚଳ ଅଛି ବିଶ୍ୱଚରାଚର ।


Rate this content
Log in

Similar oriya poem from Abstract