STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ପାଣି

ପାଣି

1 min
202


ମାଟି ତଳେ ଆକାଶରେ 

ଉପରେ ବି ତଳେ ଜଳ

ମଝିରେ ଜୀବନ ପାଇଁ

ମୁଖ୍ୟ ଉପାଦାନ

ତଳକୁ ତଳକୁ ଅପସରି ଯାଉଛି

ଉପରୁବି ସମ୍ଭାବନା କ୍ଷୀଣ

ଏବେ ବଡ଼ିଯାଉଛି ଆବଶ୍ୟକତା

କମିଯାଉଛି ଚାହିଦା ମୁତାବକ ଜୀବନ

ଖରାର ଚକାପଞ୍ଝା 

ଶୁଖିଯାଉଛି ଜଳିଯାଉଛି ଗଛଲତା

ଏଣେ ଅଜଣା ରୋଗ କାୟା ବିସ୍ତାର

ତେଣେ ସନ୍ତୁଳିତ ଧରିତ୍ରୀ

କେମିତି ତାର ଜନ୍ମଜଙ୍କୁ ବଞ୍ଚେଇବ

ପରିବାର କଲ୍ୟାଣ ହେବ

 ପ୍ରତିଟିଙ୍କୁ ବିଶ୍ୱାସ ଭରଷା ଦେବ?

ହିସାବ ଅନୁଯାୟୀ ଆଉ କେତୋଟି ବର୍ଷ

ଯେନ ତେନ ଚଳିଗଲା ପରେ

ନଥିବ କେଉଁଠି କେତେବୁନ୍ଦା

ଯୋଜନା ପରେ ଯୋଜନା

ଅନ୍ତ ଘଟିବାକୁ ଯାଉଛି ସମ୍ଭାବନା ।।


#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action