Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Romance Others

3  

Bidyadhar Mantry

Abstract Romance Others

ପାଇଛି ନିଜକୁ

ପାଇଛି ନିଜକୁ

1 min
194



ତୁମର ହଁ ଓ ନାହିଁ ର ଦ୍ଵନ୍ଦ ଭିତରେ

ନିଜେ ନିଜର ସମାଧାନ କରିଛି

ତୁମକୁ ପାଇବିକି ନାହିଁ

ନିଜେ ନିଜକୁ ପାଇଛି।


ଏବେ ଭାବନାରେ ପରିବର୍ତ୍ତନ

ମନରେ ନୂଆ ଆଶା

ଜୀବନର ନୂତନ ଧାରାରେ

ନିଜକୁ ନିୟୋଜିତ କରିଛି।


ମୋର ପ୍ରାର୍ଥନା

ତୁମେ ଖୁସିରେ ରୁହ

ମୁଁ ଏବେ ଏକୁଟିଆ,ସତ

କିନ୍ତୁ,ନିଜେ ନିଜକୁ ଜାଣି ପାରିଛି।


ନିଜକୁ ନିଜେ ଚିହ୍ନିଛି

ନିଜକୁ ଏବେ ଭଲ ପାଇଛି

ପ୍ରଥମ ପ୍ରେମର ପ୍ରଥମ କ୍ଷତ ରୁ

ନିଜକୁ ନିଜେ ମୁକ୍ତ କରିଛି।


ଆଉ ଥରେ କହୁଛି

ଦ୍ଵନ୍ଦ ରହିଛି,ତୁମର ହଁ - ନା ଭିତରେ

ସମାଧାନର ରାସ୍ତା ବି ପାଇଛି

ନିଜେ ନିଜର ସମାଧାନ କରିଛି

ତୁମେ ମୋର ହେବ କି ନା

ନିଜେ ନିଜର ହୋଇଛି।





Rate this content
Log in

Similar oriya poem from Abstract