STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ପାଗଳ ସମୟ

ପାଗଳ ସମୟ

1 min
216


ଅନେକ ବିରକ୍ତ ଲାଗେ

ତୋର ଅଦେଖାରେ

ଅନେକ ଦିନ ପରି ଲାଗେ

କେତୋଟି ମୂହୁର୍ତ୍ତରେ

ଅନେକ ମାସ ପରି ଲାଗେ

କେତୋଟି ଦିନରେ

ଅନେକ ବର୍ଷ ପରି ଲାଗେ

କେତୋଟି ମାସରେ

ଅନେକ ଯୁଗ ପରି ଲାଗେ

କେତୋଟି ବର୍ଷରେ

ତୁ ତ ଖୁସିରେ ରହିଲୁ

ମୁଁ କିନ୍ତୁ ଆଜି ପାଗଳ

ସେହି ମୂହୁର୍ତ୍ତ 

ସେହି ଦିନ ମାସ ବର୍ଷ 

ଏହି ପାଗଳ ସମୟଟା ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance