STORYMIRROR

Kalyani kumari Sahoo

Romance

4  

Kalyani kumari Sahoo

Romance

ପାଗେଳୀ

ପାଗେଳୀ

1 min
398

ଏ ପାଗେଳୀ,

ଆମ ସମ୍ପର୍କର ସୂତା 

ଏତେ ସହଜେ ଛିଣ୍ଡିବନି

ଯେତିକି ତୁ ଭାବୁଛୁ,

ଗୁଡେଇ ଗୁଡେଇ ରଖିଛି ତାକୁ

ରହିବ ବୋଲି

ଯୁଗ ଯୁଗକୁ ଜନ୍ମ ଜନ୍ମକୁ ।


ସମ୍ପର୍କରେ ତ ଏମିତି ଥାଏ

ଝଗଡା, ଅଭିମାନ ଇତ୍ୟାଦି ଇତ୍ୟାଦି

ଜାଣେ ତୁ ରାଗି ବସିଛୁ

ମୁଁ ତତେ ମନାଇବି ବୋଲି ।


ମୁଁ ଜାଣେ

ତୁ କେବେ ରାଗିପାରିବୁନି

ଏ ତ ଗୋଟେ ମାଧ୍ୟମ

ତୁ ଆଉ ମୁଁ ନିଟକତର ହେବାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance