STORYMIRROR

Debabrata Barik Debunu

Abstract

3  

Debabrata Barik Debunu

Abstract

ପାଦ ଚିହ୍ନ

ପାଦ ଚିହ୍ନ

1 min
209

ଯାଅ ନାହିଁ ଆଗୋ ପ୍ରିୟା

    କରି ଅଭିମାନ

ତୁମେ ଅପେକ୍ଷା ଶ୍ରାବଣୀ

     ମୁଁ ତୁମ ଶ୍ରାବଣ 


ଯଦି କେବେ ଏକୁଟିଆ

   ହେଇ ଗଲା ଦେଖା

ମୁହଁ ମୋଡି ଚାଲିଯିବ

   ମୋ ଅବୁଝା ପ୍ରେମିକା


ଦୂର ହୋଇ ଗଲ ତୁମେ

   ପରଦେଶୀ ଜହ୍ନ

ନଈ ପଠା ଖୋଜିଲାଣି

    ଆମ ପାଦ ଚିହ୍ନ


ଶ୍ରାବଣ ଆସିଛି ଫେରି

    ପୁଣି ତୁମ ପାଇଁ

ଭିଜା ମାଟି ମୋ ଜୀବନେ

    ସେ ଭାଗ୍ୟେ ପରା ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract