Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ଓଡି଼ଶାର ଶୋଭା

ଓଡି଼ଶାର ଶୋଭା

1 min
187


ପ୍ରାକୃତିକ ଭରା ଶୋଭା

ଓଡିଶାର ସ୍ଥଳ କୂଳେ

ଶୀତର ବସନ ପିନ୍ଧି

ଲାଗେ ମହୀ ସ୍ବର୍ଗ ପୂରେ l


କେତେ ଇତିହାସ 

ବକ୍ଷରେ ସାଇତେ

କେତେ ନଦୀ ହଦ୍ର

ତା କୂଳକୁ ଛୁଏଁ


ବନଲତା ପାହାଡ଼

ଗୀତ କେତେ ଗାଏ

ଶାନ୍ତି ସ୍ତୁପ ଦୟା

ନଦୀ ଆହୂଲେ l


ଖଣ୍ଡଗିରି ଇତିହାସ

ପର୍ଯ୍ୟଟକ ମନ ମୋହେ

ଜୟଦେବ ବାଟିକା ନାମ

ଗୀତଗୋବିନ୍ଦ ଜୟଦେବଙ୍କୁ ସୁମରେ l


ଜାତୀୟ ଔଷଧ ବୃକ୍ଷ

ସାଥେ କୃତ୍ତିମ ଝରଣା ଝରେ

କମନୀୟ ବିଗ୍ରହ l


ଲକ୍ଷ୍ମୀ ନାରାୟଣ ଶୋଭାଟି ପାଏ

ଆକର୍ଷିତ ପର୍ଯ୍ୟଟକକୁ 

ମୁଗ୍ଧ ବନଭୂମୀ ମୋହେ।


Rate this content
Log in

Similar oriya poem from Abstract