Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଓଡ଼ିଆ ନବ ବର୍ଷ

ଓଡ଼ିଆ ନବ ବର୍ଷ

1 min
124



ବୈଶାଖ ମାସର ପ୍ରଥମ

ସଂକ୍ରାନ୍ତି କୁ ଓଡ଼ିଆ ନବ ବର୍ଷ

କୁହାଯାଏ ଲୋ ଵଉଳ।

ଏ ସମୟରେ ଖରl ତାତି ପ୍ରବଳ

ମେଷ ରାଶି ଯେ ପ୍ରବେଶ କରେ

ତେଣୁ ତାତି ପ୍ରବଳ ହୁଏ ଵଉଳ।

ଆମ ଓଡ଼ିଶା ନୂଆ ବର୍ଷ ପାଳୁ

ହର୍ଷ ଉଲ୍ଲାସରେ।

ବୋଉ ବାନ୍ଦେ ଠେକି

ତୁଳସୀ ଚଉରl ମୂଳରେ ଦିଏ

ଠେକି ଛତୁଆ, ଗୁଡ଼ ,ଛେନା

କଦଳୀ ଦେଇ ।

ଆଃ କି ସୁଆଦ ସେ ପଣା ଲୋ ମକର।

ପୁଣି ଆଜି ଘରେ ଘରେ ବେଲପଣା ହୁଏ।

ଆମ ପରମ୍ପରା କେତେ ମହତ 

ବୃକ୍ଷ ଓ ପ୍ରାଣୀଙ୍କ ଜୀବନ ବଞ୍ଚେଇବା ପାଇଁ

ଆମର ଏ ପରି ପର୍ବ।

ଏହି ମାସରେ ଜଳଛତ୍ର ଆଦି ଦେଲେ 

ହୁଏ ବହୁତ ପୂଣ୍ୟ ......।

ଆମେ ଓଡ଼ିଆ ଭାରି ନିଆରା ଆମ

ନବ ବର୍ଷର ଲୋ ବଉଳ

ଆମ ଘର କୁ ଆସିବୁ ମିଶିକି ପିଇବା ବେଲପଣା

ଆଜି ପାଇଁ ଏତିକି ଲୋ ବଉଳ 

ଆଜି ଘରେ କାମ ଅଛି 

ଯାଉଛି ମୁଁ ସଅଳ l


Rate this content
Log in

Similar oriya poem from Inspirational