Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Madhabi Patel

Inspirational


3  

Madhabi Patel

Inspirational


ଅଭିନନ୍ଦନ

ଅଭିନନ୍ଦନ

1 min 116 1 min 116


ଅଭିନନ୍ଦନ ହେ! ଅଭିନନ୍ଦନ

ଭାରତ ମାଟିର ସୁଯୋଗ୍ୟ ସନ୍ତାନ।


ଭାରତସାରା ଆଜି ତୁମ ପ୍ରତୀକ୍ଷାରେ

ଜଣାଉଛି ପ୍ରୀତିଭରା ଅଭିନନ୍ଦନ।


ଶତ୍ରୁ ଶିବିରରେ ଉଠାଇମଥା

ନୁଆଁଇଲ ନାହିଁ ଭାରତ ମଥା ।


ଭବିଷ୍ୟତେ ତୁମ ରହିଯିବ ନାମ

ହୋଇଯିବ ଏକ ଅମରଗାଥା।


ପାଇ ତୁମଭଳି ଯୋଗ୍ୟ ସଇନ୍ୟ

ଭାରତମାଟି ହୋଇଯାଏ ଧନ୍ୟ।


ତୁମପରି ବୀର ଅଛନ୍ତି ଏ ଦେଶେ

ସାକ୍ଷାତ ତୁମେ ଏହାର ପ୍ରମାଣ।


ନିର୍ଭୀକ ସାହସୀ ବୀର ସଇନ୍ୟ

ରଣ କୌଶଳରେ ପୂର୍ଣ ସଂପୂର୍ଣ ।


ମୃତ୍ୟୁଜ୍ଞୟୀ ତୁମେଅମର ଯବାନ

ଯିଏ ପ୍ରାଣ ଦେଇ ସୁଝେ ଦେଶ ର ଋଣ।



Rate this content
Log in

More oriya poem from Madhabi Patel

Similar oriya poem from Inspirational