Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Inspirational

3  

Madhabi Patel

Inspirational

ଅଭିନନ୍ଦନ

ଅଭିନନ୍ଦନ

1 min
133



ଅଭିନନ୍ଦନ ହେ! ଅଭିନନ୍ଦନ

ଭାରତ ମାଟିର ସୁଯୋଗ୍ୟ ସନ୍ତାନ।


ଭାରତସାରା ଆଜି ତୁମ ପ୍ରତୀକ୍ଷାରେ

ଜଣାଉଛି ପ୍ରୀତିଭରା ଅଭିନନ୍ଦନ।


ଶତ୍ରୁ ଶିବିରରେ ଉଠାଇମଥା

ନୁଆଁଇଲ ନାହିଁ ଭାରତ ମଥା ।


ଭବିଷ୍ୟତେ ତୁମ ରହିଯିବ ନାମ

ହୋଇଯିବ ଏକ ଅମରଗାଥା।


ପାଇ ତୁମଭଳି ଯୋଗ୍ୟ ସଇନ୍ୟ

ଭାରତମାଟି ହୋଇଯାଏ ଧନ୍ୟ।


ତୁମପରି ବୀର ଅଛନ୍ତି ଏ ଦେଶେ

ସାକ୍ଷାତ ତୁମେ ଏହାର ପ୍ରମାଣ।


ନିର୍ଭୀକ ସାହସୀ ବୀର ସଇନ୍ୟ

ରଣ କୌଶଳରେ ପୂର୍ଣ ସଂପୂର୍ଣ ।


ମୃତ୍ୟୁଜ୍ଞୟୀ ତୁମେଅମର ଯବାନ

ଯିଏ ପ୍ରାଣ ଦେଇ ସୁଝେ ଦେଶ ର ଋଣ।



Rate this content
Log in

Similar oriya poem from Inspirational