STORYMIRROR

Akshayakumar Dash

Action Crime Inspirational

3  

Akshayakumar Dash

Action Crime Inspirational

ନ୍ୟାୟ।ଧୀଶ

ନ୍ୟାୟ।ଧୀଶ

1 min
149

ଭୂଲବି କରିବସିଛି

କେତେବେଳେ ଖସିଯାଇଛି

ବାରମ୍ବାର ଭୂଲ କରୁଥିବା ଲୋକଟା

ଧରା ପଡିଛି ପୋଲିସ ପାଖରେ

କୋଟ ଯାଇଛି ।


ନ୍ୟାୟାଧୀଶ କଂ ବିଚାରହୋଇଛି

ସଶ୍ରମ କାରାଦଣ୍ଡ ଦଶ ବର୍ଷ

ଜୀବନର କିଛି ସମୟ 

କାରାଗୃହେ ପ୍ରାଶ୍ଚିତ ବିଳାପ।


ପ୍ରତେକ ଭିତରେ ଆଲୋକ

ସନ୍ଧାନ ନିମିତ୍ତ ନିର୍ଜନତା

ଦିନେ ଦସୁ ରତ୍ନାକର 

ବାଲ୍ମୀକ ହୋଇପାରିଲେ

ରାମାୟଣ ପରି ପବିତ୍ର ଗ୍ରନ୍ଥ ରଚିଲେ ।



Rate this content
Log in

Similar oriya poem from Action