STORYMIRROR

Amitav Sahu

Romance

2  

Amitav Sahu

Romance

ନୂତନତ୍ଵର ସନ୍ଧାନେ

ନୂତନତ୍ଵର ସନ୍ଧାନେ

1 min
168

ଦେବ ଆଜି ଦେବ ଲୋକରେ

ନାରୀ ନଗ୍ନତାକୁ ଆଦରେ

ନର ନଷ୍ଟ ଚରିତ୍ରରେ

ଚେତନା ଅବଚେତନାର ଗର୍ତ୍ତ ଗୃହରେ

ଧରା ଧରାସାଇ

ଜୁଡୁବୁଡୁ ରକ୍ତର ଶ୍ରାବରେ

ଯେଉଁଠି ସ୍ତବ୍ଧ ମୃତପ୍ରାୟ

ଜୀବ ଜୀବିତ ରୂପରେ

ସେଠି ନୂତନତ୍ଵର ସନ୍ଧାନ

ପ୍ରତି ମୁହୂର୍ତ୍ତରେ

କ୍ଷତବିକ୍ଷତ ମାଟି

ଅସଜଡା ପ୍ରକୃତି ଭିତରେ

ପଥଭ୍ରଷ୍ଟ ମଣିଷ

ତଥାପି ଲାଗିଥାଏ

ନିଜକୁ ନିତି ନିତି ନୂଆ କରିବାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance