Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Keshab Chandra Dash

Fantasy Others

3  

Keshab Chandra Dash

Fantasy Others

ନୂଆଁ ବରଷର ଗୁହାରି

ନୂଆଁ ବରଷର ଗୁହାରି

1 min
123


ନୂଆଁ ବରଷ ଲାଗି ଗୁହାରି କରୁଛେଁ

      ମାଁ ଗୋ ଜଗତଇଶ୍ୱରୀ 

ଦେଶର ପର୍ଜା ଭକତ ମାନକୁ

      ରଖିଥିବୁ ଭଲ୍ କରି ।


ବରଷ ବରଷ ଧରି ନାଟ କରୁଛେ

      କରୋନା ବ।ହୁବଲି 

ଜୀବନର ସୁଖ ସବୁ ଛଡେଇ ଦେଇଛେ

       ସଂସାର ଲାଗୁଛେ ଖାଲି ।


କେତେ ବନ୍ଧୁ ପରିଜନ ସାଙ୍ଗସାଥୀ ସବୁ

      ଆମର୍ନୁ ଜାଇଛନ ଚାଲି

ତାଙ୍କର ଭାବ୍ ପ୍ରେମ୍ ସ୍ନେହ ମମତା

    ପାର୍ମୁ କାଏଁ ଆମେ ଭୁଲି ।


ଫେର ଥରେ ଆଉଛେ ରୂପ ବଦ୍ଲେଇକରି

     ନୂଆଁ ପର୍କାର୍ ନୂଆଁ ନାଆଁ ଧରି 

ଲୋକ୍ କର୍ ଜୀବନ , ଜୀବିକା ସବୁ କେ

     ମାରି ଖାଇ ଯିବା ସାରି ।


ଦୟା ରଖିଥା ମାଁ ତୋର ଦୟାବଲେ 

       ମହାମାରୀ ଯାଉ ମରି

ଭଲେ ଭଲେ ସମକୁ ରଖିଥିବୁ ମାଁ ଗୋ

       ଘଣ୍ଟି ତୋର ଢାପିକରି ।


ଆଗର ବାଗିର୍ ସବୁ ଠିକ୍ କରି ଦେ ମାଁ

        ସୁଖେ ଦିନ ଯାଉ ଚାଲି

ମୋର୍ ଅର୍ଦ୍ଦଳି କେ ମାଁ ପୁରନ୍ କର୍ବୁ

    ତୋର ପାଦେ ଶରନ ଗଲି।


ଜଏ ମାଁ ଘଣ୍ଟେଶ୍ୱରୀ ।



Rate this content
Log in

Similar oriya poem from Fantasy