STORYMIRROR

Suresh chandra Padhy

Abstract Classics

4  

Suresh chandra Padhy

Abstract Classics

ନୂଆଁ ବର୍ଷ ର ଅନୁଭୂତି

ନୂଆଁ ବର୍ଷ ର ଅନୁଭୂତି

1 min
428


ନୂଆବର୍ଷର ଆଗମନ ହୋଇଛି

ଖୁସିର ସମୟ ଆଗକୁ ଆସୁଛି

ଘରେ ହୋଇଛି ଖୁସିର ବାତାବରଣ

ନୂଆଁ ବର୍ଷ ଧରାକୁ କରିଛି ଅବତରଣ !

ନୂଆଁ ନୂଆଁ ସବୁ ଜାଗା ବୁଲିବାକୁ ଇଚ୍ଛାହୁଏ

କିଛି ନୂଆଁ ଶିଖିବାକୁ ଭାରି ଇଚ୍ଛା ହୁଏ

ପିଠା ମିଠା ସଭିଏଁ ଖାଇ ଖୁସି ମନାନ୍ତି

ଘର କୁ କେତେ ନୂଆଁ ନୂଆଁ ଅତିଥି ଆସନ୍ତି

ନୂଆଁ ଦିନ ସଭିଙ୍କ ଜୀବନ ରେ ଆନନ୍ଦ ଭରି ଦେଉ

ସଭିଙ୍କ ସ୍ୱପ୍ନ ପୂରଣ ହୋଇ ଯାଉ

ରାଗରୁଷା ଅଭିମାନ ମନରେ ନ ରହୁ

ସ୍ନେହ, ପ୍ରେମ, ମୈତ୍ରୀ ଜଗତ ରେ ଥାଉ

ଧନଧାନ୍ୟ ରେ ଦେଶ ପରିପୂର୍ଣ୍ଣ ହେଉ ।

ଆମ ଧର୍ମ, ପରମ୍ପରା ର ଧ୍ଵଜା ସଦା ଉଡ଼ୁଥାଉ

ସଭିଙ୍କ ଜୀବନରୁ ଦୁଃଖ କଷ୍ଟ ଚାଲିଯାଉ

ସୁଖ, ଶାନ୍ତି ରେ ସବୁ ଦିନ ବିତି ଯାଉ

ନୂଆଁ ବର୍ଷ ସଭିଙ୍କ ଓଠ ରେ ହସ ଫୁଟାଉ

ମହାପ୍ରଭୁଙ୍କ ଏହି କରୁଣା ଆମ ଉପରେ ହେଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract