Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Inspirational

3  

Priyabrata Mohanty

Inspirational

ନର ରୁ ନାରୀ

ନର ରୁ ନାରୀ

1 min
231


କାଖ ହୋଇ  ବୁଲେ କେତେ

ଶୁଣେ କୋଳରେ ଗପ,

ଅଭିମାନେ   ବସିଥିଲେ

ମାନାଉ ଥାଏ ବାପ ।।


ବାପା କାନ୍ଧେ  ଝିଅ ବସି

ଧରୁଥାଏ ଗଗନ

ଝିଅ ଟିଏ  ଝିଅ ଟିକୁ 

ଦେଇଛି କି ଆସନ ?


ନାରୀ ପାଇଁ  ସରକାର

କରନ୍ତି କେତେ କଣ,

ନର ବିନା ନାରୀ ଶ୍ରେଷ୍ଠ

ହୁଅନ୍ତି କେତେ ଜଣ ?


ଝିଅ ଝିଅ   ପୁଅ ପୁଅ

ହେଲେ ଆମ ସମାଜ,

ରହିବ କିଏ ଦୁନିଆଁ

ଭାଵିଵ ଟିକେ ଆଜ ।।


ନର ନାରୀ ନୁହଁ ଭିନ୍ନ

କରନା ପକ୍ଷପାତ,

ପ୍ରକୃତିରୁ ଦୁହେଁ ଜାତ

ଚାଲରେ ଧରି ହାତ ।।


ଅପୂର୍ବ ଏ ସଂଗ୍ରଚନା

ସୁନ୍ଦର ଲାଗେ ଭାରି,

ନାରୀ ଦେହେ ନର ଥାଏ

ନରରୁ ହୁଏ ନାରୀ ।।


Rate this content
Log in

Similar oriya poem from Inspirational