STORYMIRROR

Ghanashyam Biswal

Abstract Crime

3  

Ghanashyam Biswal

Abstract Crime

ନର ରାକ୍ଷସ

ନର ରାକ୍ଷସ

1 min
277

ସେ ତ ନରରୂପୀ ପିଶାଚ

କାମୁକ ଆଉ ହିଂସୁକ ବି

ପଥର ତାର ହୃଦୟ

ନିଷ୍ଠୁର ତାର ମନ

ବେଇମାନୀ ତାର ମନ

କୁକୁର ତାର ପ୍ରକୁତି

ନିର୍ଲଜ ତାର ଆତ୍ମା ଆଉ ଶରୀର

ସ୍ୱାର୍ଥପର ତାର ଅଭିଳାଷ

କାପୁରୁଷ ସିଏ ଆଉ ତାର ପୁରୁଷପଣିଆ

ଲୋଭୀ ଆଉ ଵ୍ୟଭିଚାରୀ ତାର ପରାଣ


ମାଂସଲୋଭୀ ସିଏ

ଖାଇବାକୁ ତରତର

ମରିବ ଆଉ ଯିବପଛେ ନରକ

ସାରିଦେବ

ଆଉ ଜାଳିପୋଡ଼ି ପାଉଁଷ କରିବ

କେତେଯେ ନିରୀହ ଫୁଲକଢ଼ୀ

ସାମୟିକ ସୁଖକୁ ସ୍ୱର୍ଗ ଭାବି

ହୁଏ ପଛେ କଳଙ୍କିତ ଆଉ ଲଜ୍ଜିତ

ଛାଡ଼ିବନି

ଲୁଟିବ ଇଜ୍ଜତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract