ନିଷ୍ଠୁର ସତ୍ୟ
ନିଷ୍ଠୁର ସତ୍ୟ
ନିଷ୍ଠୁର ସତ୍ୟ***********ରାତି ସରିଯିବ ଶେଫାଳି କାନ୍ଦିବନ ଫେରିବେ ଆଉ ପ୍ରିୟଲୁହର ନଈରେ ବନ୍ୟା ଆସିଯିବକୂଳ ଲଙ୍ଘିଯିବ କୋହସେ ଅଭୁଲା ସ୍ମୃତି ରଖଗୋ ସାଇତିଲୁହରେ ପଖାଳି ନିତିଅମୂଲ୍ୟ ତାଙ୍କର ପ୍ରୀତି ପରଶକୁଅନୁଭବି ନିତି ପ୍ରତିଅରୁଣା କର09:09:18ଭୁବନେଶ୍ବର
