Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ନିଷ୍ପତି ଅଛି ଆମ ହାତରେ

ନିଷ୍ପତି ଅଛି ଆମ ହାତରେ

1 min
200



ନଥିଲେ ନଥାଉ ଆମ ହାତେ ଭାଗ୍ୟ- ନିଷ୍ପତି ଅଛି ହାତରେ,

ଭାଗ୍ୟ ତ ନିଷ୍ପତି ବଦଳାଏ ନାହିଁ ସିଏ ବଦଳିବ ଧୀରେ |


ଭଲକାମ ପାଇଁ ପ୍ରଶଂସା ସମ୍ମାନ କିଏ ଦେଉ ବା ନ ଦେଉ,

ଅନ୍ୟଦ୍ୱାରା ତାହା ଅଣଦେଖା ହେଲେ ନିଜପାଇଁ ଭାଲଥାଉ |


ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରି ପାରିବା ତ ଅସମ୍ଭବ,

ନିଜ ଆସ୍ଥାଭାବ ହିଂସା-କ୍ରୋଧ-ରାଗ ନିୟନ୍ତ୍ରଣ କରିହେବ |


ବଡ଼କଥା କହି ବୁଝେଇ ନ ପାରି ଲୋକହସା ହେବା ସାର,

ଛୋଟିଆ କଥାକୁ ଭଲଭାବେ ବୁଝି କହିଲେ ଲାଗେ ମଧୁର |


ଆତ୍ମ-ବିଶ୍ୱାସର ଇଞ୍ଜିନ ଲେଗିଲେ ଚାଲେ ସଫଳତା ଗାଡ଼ି,

ଭାଗ୍ୟ-ନିଷ୍ଠା-ଶ୍ରମ ଶୃଙ୍ଖଳାର ଡବା ବଳେବଳେ ଯାଏଗଡ଼ି |



Rate this content
Log in

Similar oriya poem from Classics