STORYMIRROR

Santosh Samal

Romance

4  

Santosh Samal

Romance

ନିରୁପମା

ନିରୁପମା

1 min
317

ଆଜିଯାଏଁ ଛୁଇଁ ନାହିଁ

ତମ ଓଠ ଫୁଲକୁ ମହୁମାଛି ଜମା

ଦବ ନାହିଁ ଅନୁମତି କେଵେ

ଉଡ଼ିଵାକୁ ତମ ' ଚାରିପାଖେ ଜମା

ଵାନ୍ଧଵୀ ନିରୁପମା  !


ସାତରଙ୍ଗ ଵୋଳି ହେଇଯାଏ

ଯୋଉ ଦିନ ତୁ' ଦେଲୁ ଚୁମା

ଵେସୁର ରେ ଵାଜିଯାଏ

ସଂଗୀତର ସା..ରେ..ଗାମା

ତମ ଗୀତରେ ନାହିଁ ଫୁଲ୍ ଷ୍ଟପ୍ କମା

ଵାନ୍ଧଵୀ ନିରୁପମା    !!


ଅସଜଡା ଥିଲା ମନମୋର

ସଜାଡି ଦେଲ ହାତରେ ତମର

ସ୍ଵପ୍ନ ନଦୀରେ ଭାସି ଯାଉଥିଲି

ନାଉରୀ ହେଇ କୂଳକୁ ନେଲ

ତମେ ମୋ' ସ୍ଵପ୍ନର ଉର୍ଵଶୀ,ରମ୍ଭା

ଵାନ୍ଧଵୀ ନିରୁପମା     !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance