Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naheda Shaheen

Tragedy

2  

Naheda Shaheen

Tragedy

ନିରୁପାୟ

ନିରୁପାୟ

1 min
70


ଏ କଣ ସହଜ ଲକ୍ଷ୍ୟ ଦ୍ରବ୍ୟ

ସାପ୍ତାହିକ ହାଟରେ ମିଳିବ

ସଦାଚାର ଓ ସଂସ୍କାର ର ଆବେଗ

ଏହା ମିଳିବ ବ୍ୟକ୍ତି ର ଦୈନନ୍ଦିନ ଜୀବନରେ

ଏକ ଭଦ୍ର ଓ ଶୁଶିଳ ବ୍ୟବହାର ରେ।

ହେଲେ ଆଜି ଏହା ଦୁଷ୍ପ୍ରାପ୍ୟ

ମିଳେନାହିଁ ସହଜରେ।

ନିରୁପାୟ ହୋଇପଡ଼ିଛି ମାନବିକତା

ସ୍ଵାର୍ଥର ପ୍ରଚଣ୍ଡ ପ୍ରହାର ରେ

ନିରୁପାୟ ସତ୍ୟ ଓ ସଦାଚାର

ନିର୍ବାକ ଓ ସ୍ପନ୍ଦନ ହୀନ ସଂସାରେ।


Rate this content
Log in

Similar oriya poem from Tragedy