STORYMIRROR

Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

ନିରବ ମନର ଭାଷା

ନିରବ ମନର ଭାଷା

1 min
3.0K

ନିରବ ଓଠର ଭାଷାତ ଅନେକ

   ନିରବୀ ଗୁମୁରେ ମନ

 ନିରବ ନିଶ୍ଚଳ ତଥାପି ସଚଳ 

  କାହାକୁ ଖୋଜେ ଏ ପ୍ରାଣ


ଶାନ୍ତ ସ୍ନିଗ୍ଧ ଆଜି ଗୋଧୂଳୀ ବେଳା ରେ

    ଲାଲିମାର ଅସ୍ତରାଗ ।

ମୁରୁଜ ଛଟାରେ ତୁମ ଛବି ଦେଖେ

   ନାଲି ଅଧରର ରଂଗ

ଦ୍ବତୀୟା ଜହ୍ନଟା ଓଠରେ ତୁମରି

   ହସୁଥାଏ ରାତି ଦିନ



ଅଳସୀ ଆଖିରେ କେତେ ମାଦକତା 

   ଭିଜା ଭିଜା ସ୍ବପ୍ନରାତି ।

ଋତୁରାଜ ଭରେ ମଳୟର ବାସ

  ଉଙ୍କିମାରେ ପ୍ରିୟା ପ୍ରୀତି ।

ସେ ମିଠା ସ୍ମୃତିରେ ଶିହରିତ ହୁଏ

   ଅଧୂରା ଅବୁଝା ମନ



Rate this content
Log in

Similar oriya poem from Abstract