STORYMIRROR

Sujata Routray

Romance

3  

Sujata Routray

Romance

ନିରବ ଗାଥା

ନିରବ ଗାଥା

1 min
342

ଅକୁହା କଥା,ବୁକୁର କୋହ,

ନିରବି ଯାଏ ଲୋକଲଜ୍ଜା ଭୟେ,

ଆତ୍ମାର ନିଭୄତ କୋଣରୁ ଝରିଯାଏ,

ମନର କାଗଜରେ କବିତା ହୋଇ,

ଶ୍ବେଦବିନ୍ଦୁ ସ୍ୟାହି ପରି ଲେଖିହୋଇ ଯାଏ,

ତୁଣ୍ତରେ କହିହେଉନଥିବା ନିରବ ଗାଥା ସବୁ,

କବିତାର ରୂପ ନେଇ ଛୁଇଁଯାଏ ମନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance