STORYMIRROR

Sujata Routray

Abstract

2  

Sujata Routray

Abstract

ନବବର୍ଷ

ନବବର୍ଷ

1 min
201

ଧୀର ପଦପାତେ କିଏ ସେ ଆସୁଛି

କାହା ଅଗମନେ ସର୍ବେ ପୁଲ୍ଲକିତ

ସୁନ୍ଦର ଶୀତଳ ପରିବେଶେ

ସମସ୍ତେ ରୋମାଞ୍ଚିତ


ହୋଟେଲ,ବାର,ରେସ୍ତୋରାଁ,ପବ୍ ସବୁ ସଜ୍ଜିତ

ସଭିଏଁ ମତୁଆଲା ହେବାକୁ ପ୍ରସ୍ତୁତ

ହେ ନବ ବର୍ଷ ତୁମ ପାଇଁ ଏତେ ଆଡମ୍ବର

ତୁମେ ଭରିଦିଅ ରଙ୍ଗ ଶାନ୍ତି ଓ ପ୍ରେମର


ଜାଳିଦିଅ ଆଲୋକ ସ୍ନେହ ମମତାର

ଆନନ୍ଦ ଉଲ୍ଲାସେ ଭରୁ ସଭିଙ୍କ ମନ

ହେ ! ନବ ବର୍ଷ ତୁମକୁ ସାଦର

ଅଭିନନ୍ଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract